ପୁଣି ସର୍ଭିସ୍‌ ରୋଡ୍‌ରେ ନର୍ଦମା ପାଣିର ବନ୍ୟା : ଡୁମୁଡୁମାରେ ଜନ ଅସନ୍ତୋଷ

ଖଣ୍ଡଗିରି : ଗତ ଫେବ୍ରୁଆରି ମାସରେ ଜମିଥିଲା ରାସ୍ତା ଉପରେ ନର୍ଦମା ପାଣି। ଲୋକେ ରାଜରାସ୍ତାକୁ ଓହ୍ଲାଇବା ପରେ ଚେତିଥିଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଅସ୍ଥାୟୀ ସମାଧାନ କରି ହାତ ଝାଡ଼ି ଦେଇଥିଲା। କିନ୍ତୁ ପୁଣି ସେହି ରାସ୍ତାରେ ଲହଡ଼ି ମାରିଲା ନର୍ଦମା ପାଣି। ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି। ଖଣ୍ଡଗିରିରୁ ଡୁମୁଡୁମାକୁ ଲମ୍ବିଥିବା ଜାତୀୟ ରାଜପଥ ସର୍ଭିସ୍‌ ରୋଡ୍‌ରେ ୧୦୦ ମିଟରରୁ ଅଧିକ ଲମ୍ବରେ ଜମି ରହିଛି … Continue reading ପୁଣି ସର୍ଭିସ୍‌ ରୋଡ୍‌ରେ ନର୍ଦମା ପାଣିର ବନ୍ୟା : ଡୁମୁଡୁମାରେ ଜନ ଅସନ୍ତୋଷ